ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାରାଗ୍ରାଫ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାରାଗ୍ରାଫ୍   ବିଶେଷ୍ୟ

ଅର୍ଥ : କୌଣସି ସାହିତ୍ୟିକ ପୁସ୍ତକ, ଆଲୋଚନାଆଦିର ପ୍ରକରଣ ଅନ୍ତର୍ଗତ ଏକ ବିଶିଷ୍ଟ ବିଭାଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ବା ଏହାର କୌଣସି ଅଙ୍ଗର ଆଲୋଚନା ହୋଇଥାଏ

ଉଦାହରଣ : ଏହି ଅନୁଚ୍ଛେଦରେ ଭଗବାନ ରାମଙ୍କ ଜନ୍ମର ଅଦ୍ଭୁତ ବର୍ଣ୍ଣନା କରାଯାଇଛି

ସମକକ୍ଷ : ଅନୁଚ୍ଛେଦ

किसी साहित्यिक पुस्तक,विवेचन आदि के किसी प्रकरण के अन्तर्गत वह विशिष्ट विभाग जिसमें किसी एक विषय या उसके किसी अंग का विवेचन होता है।

इस अनुच्छेद में भगवान राम के जन्म का अद्भुत वर्णन किया गया है।
अनुच्छेद

A self-contained part of a larger composition (written or musical).

He always turns first to the business section.
The history of this work is discussed in the next section.
section, subdivision