ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାକୁ ଅଧିକାର ଦିଆଯାଇଛି କିମ୍ବା ଯାହାଙ୍କର କିଛି କରିବା ବା ପାଇବାର ଅଧିକାର ଅଛି
ଉଦାହରଣ : ଜେଜେମା’ଙ୍କ ଇଚ୍ଛାପତ୍ର ଅନୁସାରେ ରାମ ମଧ୍ୟ ଏହି ଘରେ ରହିବାର ଅଧିକାରୀ
ସମକକ୍ଷ : ଅଧିକାର ପ୍ରାପ୍ତ, ଅଧିକାରୀ, ହକଦାର
जिसे अधिकार दिया गया हो या जिसे कुछ करने या पाने का अधिकार हो।
Having authority or ascendancy or influence.
ସଂସ୍ଥାପନ କରନ୍ତୁ