ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅବୈଧ ବସ୍ତୁ ବା କୌଣସି ବ୍ୟକ୍ତି ଆଦିକୁ ଧରିବାପାଇଁ ପୋଲିସ ବା ସରକାରୀ ବିଭାଗଦ୍ୱାରା କରାଯାଉଥିବା ଅଚାନକ ତଦନ୍ତ ବା ଯାଞ୍ଚ
ଉଦାହରଣ : ପୋଲିସ ଆଜି ସେଠ୍ କରୋଡ଼ୀମଲଙ୍କ ଘର ଉପରେ ଚଢ଼ାଉ କଲା
अवैध वस्तुओं या किसी व्यक्ति आदि को पकड़ने के लिए पुलिस या सरकारी विभागों द्वारा की जानेवाली अचानक जाँच-पड़ताल या ली जानेवाली तलाशी।
A sudden short attack.
ଅର୍ଥ : ବଳପୂର୍ବକ ସୀମା ଉଲ୍ଲଙ୍ଘନ କରି ଅନ୍ୟ କାହାର ଅଞ୍ଚଳରେ ପ୍ରବେଶ କରିଯିବାର ପ୍ରକ୍ରିୟା
ଉଦାହରଣ : ଶତ୍ରୁ ସେନାମାନେ ସୀମାରେ ଆକ୍ରମଣ କରିଦେଇଛନ୍ତି
ସମକକ୍ଷ : ଆକ୍ରମଣ, ହାମଲା
बलपूर्वक सीमा का उल्लंघन करके दूसरे के क्षेत्र में जाने की क्रिया।
(military) an offensive against an enemy (using weapons).
ଅର୍ଥ : ମାରିବାର ମସୁଧା
ଉଦାହରଣ : ଶାସନର ଅଭ୍ୟାଘାତରେ ସମସ୍ତେ ଆକ୍ରାନ୍ତ ଥିଲେ
ସମକକ୍ଷ : ଅତ୍ୟାଚାର, ଅଭ୍ୟାଘାତ, ଉତ୍ପୀଡ଼ନ
मारने की सलाह।
ସଂସ୍ଥାପନ କରନ୍ତୁ