ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ପାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ପାତ   ବିଶେଷ୍ୟ

ଅର୍ଥ : ଆକସ୍ମିକ ଦୁଃଖଦାୟକ ଘଟଣା

ଉଦାହରଣ : ମାଙ୍କଡ଼ପଲ ଉତ୍ପାତ ଜାରି ରଖିଛନ୍ତି ମାଙ୍କଡ଼ପଲ ଉପଦ୍ରବ କରୁଛନ୍ତି

ସମକକ୍ଷ : ଉପଦ୍ରବ

हलचल मचाने की क्रिया।

बंदरों ने उत्पात मचा रखा है।
आफत, आफ़त, उतपात, उत्पात, उपद्रव, ऊधम, व्यतीपात

Violent and needless disturbance.

havoc, mayhem

ଅର୍ଥ : ବହୁତ ଲୋକଙ୍କର ଏଭଳି ଝଗଡ଼ା ଯେଉଁଥିରେ ମାଡ଼ପିଟ ବି ହୁଏ

ଉଦାହରଣ : ଛାତ୍ର ଉପଦ୍ରବରେ ଅସ୍ତବ୍ୟସ୍ତ ହୋଇ ପ୍ରଧାନଶିକ୍ଷକ ଅନିଶ୍ଚିତ କାଳପାଇଁ ବିଦ୍ୟାଳୟକୁ ବନ୍ଦ କରିଦେଲେ ଆପଣମାନେ ଅଯଥାରେ ଗଣ୍ଡଗୋଳ କରନ୍ତୁ ନାହିଁ ଚାରିଆଡେ ଅତ୍ୟାଚାର, ଉତ୍ପୀଡନ ବ୍ୟାପିଛି

ସମକକ୍ଷ : ଅତ୍ୟାଚାର, ଉତ୍ପୀଡନ, ଉପଦ୍ରବ, ଦଙ୍ଗା

बहुत से लोगों द्वारा की जाने वाली तोड़-फोड़, मार-पीट आदि।

छात्रों के उपद्रव से परेशान होकर प्रधानाचार्य ने अनिश्चित काल के लिए विद्यालय को बंद कर दिया।
आप लोग व्यर्थ का बवाल खड़ा मत कीजिए।
चारों तरफ़ अँधेर मचा है।
अँधेर, अंधेर, अनट, अनैहा, अन्धेर, अहिला, उतपात, उत्पात, उपद्रव, ऊधम, ख़ुराफ़ात, खुराफात, गदर, ग़दर, डमर, दंग़ा, दंग़ा-फ़साद, दंग़ाफ़साद, दंगा, दंगा-फसाद, दंगाफसाद, दूँद, फतूर, फसाद, फ़तूर, फ़साद, फ़ितूर, फ़ुतूर, फितूर, फुतूर, बखेड़ा, बवाल, वारदात, विप्लव, हंगामा

A noisy fight in a crowd.

brawl, free-for-all

ଅର୍ଥ : ଛୋଟ ଛୋଟ ଜୀବମାନଙ୍କର ଚାଲିବାର କ୍ରିୟା

ଉଦାହରଣ : ମୁଣ୍ଡରେ ଉକୁଣିମାନଙ୍କର ଉତ୍ପାତରେ ସେ ବ୍ୟତିବ୍ୟସ୍ତ

ସମକକ୍ଷ : କିଲିବିଲି

छोटे-छोटे जीवों के चलने की क्रिया।

सिर में जूँओं की कुलबुलाहट से वह परेशान है।
कुलबुलाहट, खलबल

The act of wiggling.

squirm, wiggle, wriggle