ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଜ   ବିଶେଷ୍ୟ

ଅର୍ଥ : ନାଭାଗଙ୍କ ପୁତ୍ର ଥିବା ଜଣେ ରଘୁବଂଶୀ ରାଜା

ଉଦାହରଣ : ଅଜ ରାଜା ଦଶରଥଙ୍କ ବାପା ଥିଲେ

एक रघुवंशी राजा जो नाभाग के पुत्र थे।

अज राजा दशरथ के पिता थे।
अज

A prince or king in India.

raja, rajah

ଅର୍ଥ : ଜଣେ ଅସୁର

ଉଦାହରଣ : କୃଷ୍ଣ ଅଜାସୁରକୁ ମାରିଥିଲେ

ସମକକ୍ଷ : ଅଜାସୁର

एक असुर।

अजासुर को कृष्ण ने मारा था।
अज, अजासुर

ଅର୍ଥ : ପୁରୁଷ ଛେଳି

ଉଦାହରଣ : ସେ ଗୋଟିଏ ଅଣ୍ଡିରା ଛେଳି ଓ ଦୁଇଟି ମାଈ ଛେଳି ପାଳିଛି

ସମକକ୍ଷ : ଅଣ୍ଡିରା ଛେଳି, ଖାସି, ଛାଗ, ବୋଦା

नर बकरी।

उसने एक बकरा व दो बकरियाँ पाल रखी हैं।
अज, अवि, अवुक, छगल, छाग, छागल, छालो, छेर, पादचत्वर, बकरा, बोतू, मेक, मेध्य, लंबकर्ण, लम्बकर्ण, वस्त

Male goat.

billy, billy goat, he-goat

ଅଜ   ବିଶେଷଣ

ଅର୍ଥ : ଯେ ଜନ୍ମ ନେଇ ନାହାନ୍ତି

ଉଦାହରଣ : ବ୍ରହ୍ମ ହେଉଛନ୍ତି ଅଜନ୍ମା

ସମକକ୍ଷ : ଅଜନ୍ମା, ଅଜାତ, ଅନାଗତ, ଅଯୋନି, ଜନ୍ମରହିତ, ଜନ୍ମଶୂନ୍ୟ

जिसने योनि से जन्म न लिया हो।

देवकी के अजन्मे बालकों के विषय में भविष्यवाणी हुई थी।
अज, अजन, अजन्म, अजन्मा, अजात, अनन्यभव, अनागत, अनुत्पन्न, अनुद्भूत, अप्रादुर्भूत, अयोनि

Not yet brought into existence.

Unborn generations.
unborn