ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାଗତ   ବିଶେଷ୍ୟ

ଅର୍ଥ : ସଙ୍ଗୀତରେ ତାଳର ଏକ ଭେଦ

ଉଦାହରଣ : ସଙ୍ଗୀତଜ୍ଞ ଅନାଗତ ବିଷୟରେ କହୁଛନ୍ତି

संगीत में ताल का एक भेद।

संगीतज्ञ अनागत के बारे में बता रहा है।
अनागत

ଅନାଗତ   ବିଶେଷଣ

ଅର୍ଥ : ଯେ ଜନ୍ମ ନେଇ ନାହାନ୍ତି

ଉଦାହରଣ : ବ୍ରହ୍ମ ହେଉଛନ୍ତି ଅଜନ୍ମା

ସମକକ୍ଷ : ଅଜ, ଅଜନ୍ମା, ଅଜାତ, ଅଯୋନି, ଜନ୍ମରହିତ, ଜନ୍ମଶୂନ୍ୟ

जिसने योनि से जन्म न लिया हो।

देवकी के अजन्मे बालकों के विषय में भविष्यवाणी हुई थी।
अज, अजन, अजन्म, अजन्मा, अजात, अनन्यभव, अनागत, अनुत्पन्न, अनुद्भूत, अप्रादुर्भूत, अयोनि

Not yet brought into existence.

Unborn generations.
unborn

ଅର୍ଥ : ଯେ ଆସି ନାହିଁ

ଉଦାହରଣ : ଆମେ ଆପଣାର ଅନାଗତ ବନ୍ଧୁଙ୍କ ପ୍ରତୀକ୍ଷା କରୁଛୁ

जो न आया हो।

हम अपने अनागत दोस्त की प्रतीक्षा कर रहे हैं।
अनागत