ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାସି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାସି   ବିଶେଷ୍ୟ

ଅର୍ଥ : ଖାସୁ କରାଯାଇଥିବା ଛେଳି

ଉଦାହରଣ : ଖାସି ମାଂସ ଟାଣ ହୋଇଥାଏ

ସମକକ୍ଷ : ଛିନ୍ନାଣ୍ଡ ଛେଳି

बधिया किया हुआ बकरा।

ख़स्सी का माँस चीमड़ होता है।
खसी, खस्सी, ख़स्सी, छेरुआ

ଅର୍ଥ : ପୁରୁଷ ଛେଳି

ଉଦାହରଣ : ସେ ଗୋଟିଏ ଅଣ୍ଡିରା ଛେଳି ଓ ଦୁଇଟି ମାଈ ଛେଳି ପାଳିଛି

ସମକକ୍ଷ : ଅଜ, ଅଣ୍ଡିରା ଛେଳି, ଛାଗ, ବୋଦା

नर बकरी।

उसने एक बकरा व दो बकरियाँ पाल रखी हैं।
अज, अवि, अवुक, छगल, छाग, छागल, छालो, छेर, पादचत्वर, बकरा, बोतू, मेक, मेध्य, लंबकर्ण, लम्बकर्ण, वस्त

Male goat.

billy, billy goat, he-goat

ଖାସି   ବିଶେଷଣ

ଅର୍ଥ : ଖାସୁ କରାଯାଇଥିବା

ଉଦାହରଣ : ବହୁତ ଲୋକ ଖାସିମାଂସ ଖାଆନ୍ତିନାହିଁ

ସମକକ୍ଷ : ଖାସିମାଂସ

बधिया किया (विशेषकर बकरा)।

बहुत लोग खस्सी बकरे का माँस नहीं खाते।
खसी, खस्सी, ख़स्सी