ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାଗ   ବିଶେଷ୍ୟ

ଅର୍ଥ : ପୁରୁଷ ଛେଳି

ଉଦାହରଣ : ସେ ଗୋଟିଏ ଅଣ୍ଡିରା ଛେଳି ଓ ଦୁଇଟି ମାଈ ଛେଳି ପାଳିଛି

ସମକକ୍ଷ : ଅଜ, ଅଣ୍ଡିରା ଛେଳି, ଖାସି, ବୋଦା

नर बकरी।

उसने एक बकरा व दो बकरियाँ पाल रखी हैं।
अज, अवि, अवुक, छगल, छाग, छागल, छालो, छेर, पादचत्वर, बकरा, बोतू, मेक, मेध्य, लंबकर्ण, लम्बकर्ण, वस्त

Male goat.

billy, billy goat, he-goat