ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାନ୍ତିଚିତ୍ତତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାନ୍ତିଚିତ୍ତତା   ବିଶେଷ୍ୟ

ଅର୍ଥ : ସ୍ଥିରଚିତ୍ତ ବା ଗମ୍ଭୀର ହେବାର ଅବସ୍ଥା ବା ଭାବ

ଉଦାହରଣ : ଯେ କୌଣସି କାର୍ଯ୍ୟ ସ୍ଥିରଚିତ୍ତରେ କର

ସମକକ୍ଷ : ଅଚଞ୍ଚଳତା, ଉଦ୍‌ବେଗହୀନତା, ଗମ୍ଭୀରତା, ଗାମ୍ଭୀର୍ଯ୍ୟ, ସ୍ଥିରଚିତ୍ତ, ସ୍ଥିରମନସ୍କତା

स्थिरचित्त या गंभीर होने की अवस्था या भाव।

कोई भी कार्य गंभीरता से करें।
अचंचलता, अचपलता, अचपलापन, उद्वेगहीनता, गंभीरता, गांभीर्य, गाम्भीर्य, वेध, शांतचित्तता, संजीदगी, स्थिरचित्तता, स्थिरमनस्कता

A manner that is serious and solemn.

graveness, gravity, soberness, sobriety, somberness, sombreness