ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗୁଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗୁଳି   ବିଶେଷ୍ୟ

ଅର୍ଥ : ହାତ ବା ଗୋଡ଼ର ଆଗକୁ ବାହାରିଥିବା ଅବୟବ ଯାହା ସାଧାରାଣତଃ ପାଞ୍ଚ ହୋଇଥାଏ

ଉଦାହରଣ : ତାର ଡାହାଣ ହାତରେ ଛଅଟି ଆଙ୍ଗୁଳି ଅଛି

ସମକକ୍ଷ : ଆଙ୍ଗୁଠି, ଆଙ୍ଗୁଳି

हथेली या पैर के आगे निकले हुए अवयव जो सामान्यतः पाँच होते हैं।

उसके दाहिने हाथ में छह उँगलियाँ हैं।
अँगुरिया, अँगुली, अंगुल, अंगुली, अंगुश्त, अग्रु, आँगुर, आँगुरी, आँगुल, उँगल, उँगली, उंगल़, उंगली

A finger or toe in human beings or corresponding body part in other vertebrates.

dactyl, digit

ଅର୍ଥ : ହାତ ଅଙ୍ଗୁଳିର ଗୋଟିଏ ଶିରାରୁ ଅନ୍ୟଶିରା ପର୍ଯ୍ୟନ୍ତ ଦୂରତା

ଉଦାହରଣ : ଲେଖିବା ସମୟରେ ଦୁଇଟି ଶବ୍ଦ ମଧ୍ୟରେ ଏକ ଆଙ୍ଗୁଳ ଦୂରତା ରହିବା ଦରକାର

ସମକକ୍ଷ : ଆଙ୍ଗୁଳ

हाथ की उँगली का चौड़ाई में एक सिरे से लेकर दूसरे सिरे तक का विस्तार।

लिखते समय दो शब्दों के बीच में एक उँगली की दूरी रखो।
अँगुरिया, अँगुली, अंगुल, अंगुली, अंगुश्त, आँगुर, आँगुरी, आँगुल, उँगली, उंगली

The length of breadth of a finger used as a linear measure.

digit, finger, finger's breadth, fingerbreadth

ଅର୍ଥ : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ

ଉଦାହରଣ : ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି

ସମକକ୍ଷ : ଅଙ୍ଗୁଳ, ଆଙ୍ଗୁଳ, ଆଙ୍ଗୁଳି

एक नाप जो उँगली की चौड़ाई के बराबर होता है।

राम का कद एक साल में चार अंगुल बढ़ गया।
अंगुल, आँगुर, आँगुल

The length of breadth of a finger used as a linear measure.

digit, finger, finger's breadth, fingerbreadth