ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଙ୍ଗୁଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଙ୍ଗୁଳ   ବିଶେଷ୍ୟ

ଅର୍ଥ : ହାତ ଅଙ୍ଗୁଳିର ଗୋଟିଏ ଶିରାରୁ ଅନ୍ୟଶିରା ପର୍ଯ୍ୟନ୍ତ ଦୂରତା

ଉଦାହରଣ : ଲେଖିବା ସମୟରେ ଦୁଇଟି ଶବ୍ଦ ମଧ୍ୟରେ ଏକ ଆଙ୍ଗୁଳ ଦୂରତା ରହିବା ଦରକାର

ସମକକ୍ଷ : ଅଙ୍ଗୁଳି

हाथ की उँगली का चौड़ाई में एक सिरे से लेकर दूसरे सिरे तक का विस्तार।

लिखते समय दो शब्दों के बीच में एक उँगली की दूरी रखो।
अँगुरिया, अँगुली, अंगुल, अंगुली, अंगुश्त, आँगुर, आँगुरी, आँगुल, उँगली, उंगली

The length of breadth of a finger used as a linear measure.

digit, finger, finger's breadth, fingerbreadth

ଅର୍ଥ : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ

ଉଦାହରଣ : ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି

ସମକକ୍ଷ : ଅଙ୍ଗୁଳ, ଅଙ୍ଗୁଳି, ଆଙ୍ଗୁଳି

एक नाप जो उँगली की चौड़ाई के बराबर होता है।

राम का कद एक साल में चार अंगुल बढ़ गया।
अंगुल, आँगुर, आँगुल

The length of breadth of a finger used as a linear measure.

digit, finger, finger's breadth, fingerbreadth