ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଙ୍ଗୁଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଙ୍ଗୁଳି   ବିଶେଷ୍ୟ

ଅର୍ଥ : ହାତ ବା ଗୋଡ଼ର ଆଗକୁ ବାହାରିଥିବା ଅବୟବ ଯାହା ସାଧାରାଣତଃ ପାଞ୍ଚ ହୋଇଥାଏ

ଉଦାହରଣ : ତାର ଡାହାଣ ହାତରେ ଛଅଟି ଆଙ୍ଗୁଳି ଅଛି

ସମକକ୍ଷ : ଅଙ୍ଗୁଳି, ଆଙ୍ଗୁଠି

हथेली या पैर के आगे निकले हुए अवयव जो सामान्यतः पाँच होते हैं।

उसके दाहिने हाथ में छह उँगलियाँ हैं।
अँगुरिया, अँगुली, अंगुल, अंगुली, अंगुश्त, अग्रु, आँगुर, आँगुरी, आँगुल, उँगल, उँगली, उंगल़, उंगली

A finger or toe in human beings or corresponding body part in other vertebrates.

dactyl, digit

ଅର୍ଥ : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ

ଉଦାହରଣ : ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି

ସମକକ୍ଷ : ଅଙ୍ଗୁଳ, ଅଙ୍ଗୁଳି, ଆଙ୍ଗୁଳ

एक नाप जो उँगली की चौड़ाई के बराबर होता है।

राम का कद एक साल में चार अंगुल बढ़ गया।
अंगुल, आँगुर, आँगुल

The length of breadth of a finger used as a linear measure.

digit, finger, finger's breadth, fingerbreadth