ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗୁଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗୁଳ   ବିଶେଷ୍ୟ

ଅର୍ଥ : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ

ଉଦାହରଣ : ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି

ସମକକ୍ଷ : ଅଙ୍ଗୁଳି, ଆଙ୍ଗୁଳ, ଆଙ୍ଗୁଳି

एक नाप जो उँगली की चौड़ाई के बराबर होता है।

राम का कद एक साल में चार अंगुल बढ़ गया।
अंगुल, आँगुर, आँगुल

The length of breadth of a finger used as a linear measure.

digit, finger, finger's breadth, fingerbreadth