ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଙ୍ଗୁଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଙ୍ଗୁଠି   ବିଶେଷ୍ୟ

ଅର୍ଥ : ହାତ ବା ଗୋଡ଼ର ଆଗକୁ ବାହାରିଥିବା ଅବୟବ ଯାହା ସାଧାରାଣତଃ ପାଞ୍ଚ ହୋଇଥାଏ

ଉଦାହରଣ : ତାର ଡାହାଣ ହାତରେ ଛଅଟି ଆଙ୍ଗୁଳି ଅଛି

ସମକକ୍ଷ : ଅଙ୍ଗୁଳି, ଆଙ୍ଗୁଳି

हथेली या पैर के आगे निकले हुए अवयव जो सामान्यतः पाँच होते हैं।

उसके दाहिने हाथ में छह उँगलियाँ हैं।
अँगुरिया, अँगुली, अंगुल, अंगुली, अंगुश्त, अग्रु, आँगुर, आँगुरी, आँगुल, उँगल, उँगली, उंगल़, उंगली

A finger or toe in human beings or corresponding body part in other vertebrates.

dactyl, digit