ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଖଣ୍ଡିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଖଣ୍ଡିତ   ବିଶେଷଣ

ଅର୍ଥ : ଯାହା କଟା ହୋଇନାହିଁ

ଉଦାହରଣ : ଭିକାରୀ ଅଖଣ୍ଡିତ ଆଙ୍ଗୁଳିମାନଙ୍କ ଉପରେ ମଧ୍ୟ ପଟି ବାନ୍ଧିଛି

ସମକକ୍ଷ : ଅନୁଚ୍ଛିନ୍ନ

जो कटा हुआ न हो।

भिखारी ने अनकटी उँगलियों पर भी पट्टी बाँध रखी है।
अखंडित, अनकटा, अनुच्छिन्न

Not cut.

uncut

ଅର୍ଥ : ଯାହା ବିଭକ୍ତ ନୁହେଁ

ଉଦାହରଣ : ଆମକୁ ଭାରତର ଅକ୍ଷୁଣ୍ଣ ଏକତାକୁ ସୁରକ୍ଷିତ ରଖିବାକୁ ହେବ

ସମକକ୍ଷ : ଅକ୍ଷୁଣ୍ଣ, ଅଖଣ୍ଡ, ଅଜୁଟ, ଅବିଚ୍ଛିନ୍ନ, ଅଭଙ୍ଗ, ଅଭିନ୍ନ, ଅଭିଭକ୍ତ

Impossible of undergoing division.

An indivisible union of states.
One nation indivisible.
indivisible

ଅର୍ଥ : ଯାହା ଭଙ୍ଗାଯାଇନାହିଁ ବା ଯାହା ଭାଙ୍ଗି ଯାଇନାହିଁ

ଉଦାହରଣ : ସୀତାଙ୍କ ସ୍ୱୟମ୍ବରରେ ରାମ ଅଭଙ୍ଗା ଧନୁକୁ ଭାଙ୍ଗି ଦେଇଥିଲେ

ସମକକ୍ଷ : ଅକ୍ଷତ, ଅଭଂଜିତ, ଅଭଙ୍ଗା

जिसका भंजन न हुआ हो या जो टूटा हुआ न हो।

सीता स्वयंवर में प्रभु राम ने अभंजित धनुष को भंजित कर दिया।
अक्षत, अखंडित, अखण्डित, अच्छत, अनवच्छिन्न, अभंजित, अलून, अव्याहत, खंडहीन, खण्डहीन