ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷିଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷିଦ୍ଧ   ବିଶେଷଣ

ଅର୍ଥ : ଯାହା ଇସଲାମ୍ ଧର୍ମଶାସ୍ତ୍ରରେ ବର୍ଜିତ ବା ତ୍ୟଜ୍ୟ

ଉଦାହରଣ : ଇସଲାମ୍ ଧର୍ମରେ ଘୁଷୁରି ମାଂସ ଖାଇବା ନିଷିଦ୍ଧ

ସମକକ୍ଷ : ବାସନ୍ଦ

जो इस्लाम धर्मशास्त्र में वर्जित या त्याज्य हो।

इस्लाम में सुअर का माँस खाना हराम कर्म है।
निषिद्ध, मुहर्रम, हराम

Forbidden by law.

banned, prohibited

ଅର୍ଥ : ଯାହାକୁ ନିଷେଧ କରାଯାଇଛି

ଉଦାହରଣ : ଆପଣ ନିଷିଦ୍ଧ କାର୍ଯ୍ୟ ହିଁ କାହିଁକି କରନ୍ତି

ସମକକ୍ଷ : ବର୍ଜିତ, ମନା କରାଯାଇଥିବା

Excluded from use or mention.

Forbidden fruit.
In our house dancing and playing cards were out.
A taboo subject.
forbidden, out, prohibited, proscribed, taboo, tabu, verboten

ଅର୍ଥ : ଯାହା କରିବା ଉଚିତ ନୁହେଁ ବା ଯାହା କରିବା ଯୋଗ୍ୟ ନୁହେଁ

ଉଦାହରଣ : କିଛି ଲୋକଙ୍କୁ ଅକରଣୀୟ କାମ କରିବାକୁ ହିଁ ମଜା ଲାଗେ

ସମକକ୍ଷ : ଅକରଣୀୟ, ନିଷେଧିତ

जिसे नहीं करना चाहिए या जो करने योग्य न हो।

कुछ लोगों को अकृत्य कर्म करने में ही मज़ा आता है।
अकरण, अकरणीय