ଅର୍ଥ : ଲିଖିତ କାର୍ଯ୍ୟକ୍ରମ, ପ୍ରକ୍ରିୟା ବା ନିୟମ ଏବଂ ତତ୍ସମ୍ବନ୍ଧିତ ପ୍ରଲେଖନ ଯାହା କଂପ୍ୟୁଟରକୁ କ୍ରିୟାଶୀଳ କରାଏ ତଥା ତାର ପଢ଼ିବା, ଲେଖିବାର ସ୍ମରଣ ଶକ୍ତିରେ ସଂଚିତ ରହିଥାଏ
ଉଦାହରଣ :
କଂପ୍ୟୁଟରକୁ ସହଜରେ ଚଲାଇବାପାଇଁ ପ୍ରତିଦିନ ନୂଆନୂଆ ସଫ୍ଟୱୟାର ତିଆରି କରାଯାଉଛି
ସମକକ୍ଷ : ସଫ୍ଟୱୟାର