ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଫ୍ଟୱୟାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଫ୍ଟୱୟାର   ବିଶେଷ୍ୟ

ଅର୍ଥ : ଲିଖିତ କାର୍ଯ୍ୟକ୍ରମ, ପ୍ରକ୍ରିୟା ବା ନିୟମ ଏବଂ ତତ୍‌ସମ୍ବନ୍ଧିତ ପ୍ରଲେଖନ ଯାହା କଂପ୍ୟୁଟରକୁ କ୍ରିୟାଶୀଳ କରାଏ ତଥା ତାର ପଢ଼ିବା, ଲେଖିବାର ସ୍ମରଣ ଶକ୍ତିରେ ସଂଚିତ ରହିଥାଏ

ଉଦାହରଣ : କଂପ୍ୟୁଟରକୁ ସହଜରେ ଚଲାଇବାପାଇଁ ପ୍ରତିଦିନ ନୂଆନୂଆ ସଫ୍ଟୱୟାର ତିଆରି କରାଯାଉଛି

ସମକକ୍ଷ : ‌ସଫ୍ଟୱେର୍‌

लिखित कार्यक्रम, प्रक्रिया या नियम और उससे संबंधित प्रलेखन जो कम्प्यूटर को चलाता तथा उसके पढ़ने, लिखने की स्मरण शक्ति में संचित रहता है।

कम्प्यूटर को आसानी से चलाने के लिए नित नए साफ्टवेअर बनाए जा रहे हैं।
साफ्टवेअर, साफ्टवेयर, सॉफ़्टवेयर, सॉफ्टवेयर

(computer science) written programs or procedures or rules and associated documentation pertaining to the operation of a computer system and that are stored in read/write memory.

The market for software is expected to expand.
computer software, package, software, software package, software program, software system