ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ୧୦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

୧୦   ବିଶେଷ୍ୟ

ଅର୍ଥ : ନଅ ସହିତ ଏକ ମିଶିଲେ ମିଳୁଥିବା ସଂଖ୍ୟା

ଉଦାହରଣ : ଦିବ୍ୟା ଦଶ ପର୍ଯ୍ୟନ୍ତ ଗଣି ପାରୁଛି

ସମକକ୍ଷ : ଦଶ

नौ और एक के योग से प्राप्त संख्या।

दिव्या को दस तक गिनती आती है।
10, X, दश, दस, १०

The cardinal number that is the sum of nine and one. The base of the decimal system.

10, decade, ten, tenner, x

ଅର୍ଥ : ଦଶ ଲକ୍ଷର ସଂଖ୍ୟା

ଉଦାହରଣ : ଦଶ ଲକ୍ଷରେ ପଚାଶ ଜହାର ଯୋଗ କଲେ କେଉଁ ସଂଖ୍ୟା ମିଳିବ?

ସମକକ୍ଷ : ଦଶ ଲକ୍ଷ, ୦୦, ୦୦୦

दस लाख की संख्या।

दस लाख में पचास हजार जोड़ने पर कौन सी संख्या प्राप्त होगी?
1000000, दस लाख, मिलियन, १००००००

The number that is represented as a one followed by 6 zeros.

1000000, meg, million, one thousand thousand

ଅର୍ଥ : ଦଶ କୋଟିର ସଂଖ୍ୟା

ଉଦାହରଣ : ଲୋକେ ଦଶ କୋଟି ପର୍ଯ୍ୟନ୍ତ ଲାଞ୍ଚ ଦେଉଛନ୍ତି

ସମକକ୍ଷ : ଅର୍ବୁଦ, ଦଶ କୋଟି, ୦୦, ୦୦୦

दस करोड़ की संख्या।

लोग दस करोड़ तक की रिश्वत देते हैं।
100000000, अर्बुद, दस करोड़, १००००००००

୧୦   ବିଶେଷଣ

ଅର୍ଥ : ଦଶ କୋଟି

ଉଦାହରଣ : ଏହି ଅଭିନେତ୍ରୀଙ୍କର ବାର୍ଷିକ ରୋଜଗାର ଦଶ କୋଟିରୁ ଅଧିକ

ସମକକ୍ଷ : ଅର୍ବୁଦ, ଦଶକୋଟି, ୦୦, ୦୦୦

दस करोड़।

उस अभिनेत्री की सालाना कमाई दस करोड़ रुपए से ऊपर है।
100000000, अर्बुद, दस करोड़, १००००००००

ଅର୍ଥ : ନଅ ଓ ଏକ

ଉଦାହରଣ : ସେ ଏଠାକୁ ଦଶ ଦିନ ପୂର୍ବରୁ ଆସିଥିଲା

ସମକକ୍ଷ : ଦଶ

नौ और एक।

वह यहाँ दस दिन पहले आया था।
10, X, दश, दस, १०

Being one more than nine.

10, ten, x