ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଶ ଲକ୍ଷର ସଂଖ୍ୟା
ଉଦାହରଣ : ଦଶ ଲକ୍ଷରେ ପଚାଶ ଜହାର ଯୋଗ କଲେ କେଉଁ ସଂଖ୍ୟା ମିଳିବ?
ସମକକ୍ଷ : ଦଶ ଲକ୍ଷ, ୦୦, ୧୦
दस लाख की संख्या।
The number that is represented as a one followed by 6 zeros.
ଅର୍ଥ : ଦଶ କୋଟିର ସଂଖ୍ୟା
ଉଦାହରଣ : ଲୋକେ ଦଶ କୋଟି ପର୍ଯ୍ୟନ୍ତ ଲାଞ୍ଚ ଦେଉଛନ୍ତି
ସମକକ୍ଷ : ଅର୍ବୁଦ, ଦଶ କୋଟି, ୦୦, ୧୦
दस करोड़ की संख्या।
ଅର୍ଥ : ପଚାଶ ଲକ୍ଷର ସଂଖ୍ୟା
ଉଦାହରଣ : ସେ ପଚାଶ ଲକ୍ଷରେ ଆହୁରି ଏକ ହଜାର ମିଶାଇଦେଲେ
ସମକକ୍ଷ : ଅର୍ଦ୍ଧକୋଟି, ପଚାଶ ଲକ୍ଷ, ୦୦, ୫୦
पचास लाख की संख्या।
ଅର୍ଥ : ପଚାଶ ଶହ ହଜାର
ଉଦାହରଣ : ମୁଁ ବ୍ୟାଙ୍କରେ ପଚାଶ ଲକ୍ଷ ଟଙ୍କା ଜମା କରିଛି
पचास सौ हज़ार।
ଅର୍ଥ : ଦଶ କୋଟି
ଉଦାହରଣ : ଏହି ଅଭିନେତ୍ରୀଙ୍କର ବାର୍ଷିକ ରୋଜଗାର ଦଶ କୋଟିରୁ ଅଧିକ
ସମକକ୍ଷ : ଅର୍ବୁଦ, ଦଶକୋଟି, ୦୦, ୧୦
दस करोड़।
ସଂସ୍ଥାପନ କରନ୍ତୁ