ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ବୁଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ବୁଦ   ବିଶେଷ୍ୟ

ଅର୍ଥ : ଦୁଇ ମାସର ଗର୍ଭ

ଉଦାହରଣ : ଅର୍ବୁଦର ପରୀକ୍ଷା ପାଇଁ ସୋନୋଗ୍ରାଫି କରିବା ପାଇଁ କୁହାଗଲା

दो मास का गर्भ।

अर्बुद की जाँच के लिए सोनोग्राफी कराने कहा गया है।
अर्बुद

ଅର୍ଥ : ଅଙ୍କଗୁଡିକ ସ୍ଥାନ ଗଣତିରେ ଏକକ ଆଡୁ ଗଣିଲେ ନବେ ସ୍ଥାନର ସଂଖ୍ୟା ଯେଉଁଥିରେ ଦଶ କୋଟି ଗଣିତ ସୂଚିତ ହୋଇଥାଏ

ଉଦାହରଣ : ପଚାଶ କୋଟିରେ ଦଶ କୋଟି ପାଞ୍ଚ ଥର ଅଛି

ସମକକ୍ଷ : ଦଶ କୋଟି

अंकों के स्थानों की गिनती में इकाई की ओर से गिनने पर नौवें स्थान पर की संख्या जिसमें दस करोड़ गुणित का बोध होता है।

पचास करोड़ में पाँच दस करोड़ पर है।
अर्बुद, दस करोड़

ଅର୍ଥ : ଦଶ କୋଟିର ସଂଖ୍ୟା

ଉଦାହରଣ : ଲୋକେ ଦଶ କୋଟି ପର୍ଯ୍ୟନ୍ତ ଲାଞ୍ଚ ଦେଉଛନ୍ତି

ସମକକ୍ଷ : ଦଶ କୋଟି, ୦୦, ୦୦୦, ୧୦

दस करोड़ की संख्या।

लोग दस करोड़ तक की रिश्वत देते हैं।
100000000, अर्बुद, दस करोड़, १००००००००

ଅର୍ଥ : ଗୋଟିଏ ପ୍ରକାରର ସର୍ପ

ଉଦାହରଣ : ସେ ଅର୍ବୁଦକୁ ଦେଖିବା ମାତ୍ରେ କୁଦି ପଡିଲା

एक प्रकार का सर्प।

उसने अर्बुद को देखते ही कुचल दिया।
अर्बुद

ଅର୍ବୁଦ   ବିଶେଷଣ

ଅର୍ଥ : ଦଶ କୋଟି

ଉଦାହରଣ : ଏହି ଅଭିନେତ୍ରୀଙ୍କର ବାର୍ଷିକ ରୋଜଗାର ଦଶ କୋଟିରୁ ଅଧିକ

ସମକକ୍ଷ : ଦଶକୋଟି, ୦୦, ୦୦୦, ୧୦

दस करोड़।

उस अभिनेत्री की सालाना कमाई दस करोड़ रुपए से ऊपर है।
100000000, अर्बुद, दस करोड़, १००००००००