ଅର୍ଥ : ପ୍ରତ୍ୟେକ ଲୋକର ନେବା-ଦେବା ଆଦିର ଲେଖା ରହିଥିବା ବିବରଣୀ
ଉଦାହରଣ :
ଜମିଦାର ନିଜର ହିସାବଖାତା ଖୋଜୁଛନ୍ତି
ସମକକ୍ଷ : ଆୟବ୍ୟୟଖାତା
ଅର୍ଥ : ଯେଉଁଖାତାରେ ଲୋକମାନଙ୍କ ସଉଦାର ଅଲଗା ଅଲଗା ହିସାବ ରହେ
ଉଦାହରଣ :
ଦୋକାନୀ ମୋ ହିସାବ କରିବାପାଇଁ ହିସାବଖାତା ବାହାରକଲା
ସମକକ୍ଷ : ଖାତା
ଅର୍ଥ : ଯେଉଁ ଖାତାରେ ମାସିକ ଆୟବ୍ୟୟ ଲେଖାଯାଏ
ଉଦାହରଣ :
ମୋ ହିସାବଖାତା କୁଆଡ଼େ ଗଲା?