ଅର୍ଥ : ଯେଉଁଖାତାରେ ଲୋକମାନଙ୍କ ସଉଦାର ଅଲଗା ଅଲଗା ହିସାବ ରହେ
ଉଦାହରଣ :
ଦୋକାନୀ ମୋ ହିସାବ କରିବାପାଇଁ ହିସାବଖାତା ବାହାରକଲା
ସମକକ୍ଷ : ହିସାବଖାତା
ଅର୍ଥ : କ୍ରିକେଟ ଆଦି ଖେଳରେ ବ୍ୟାଟସମେନ୍ ଦ୍ବାରା କରାଯାଇଥିବା ପ୍ରଥମ ରନ୍ ବା ବେଟିଙ୍ଗ କରୁଥିବା ଟିମ୍ଆଡୁ କରାଯାଇଥିବା ପ୍ରଥମ ରନ୍
ଉଦାହରଣ :
କୌଣସି ବ୍ୟାଟସମ୍ୟାନ୍ ନିଜର ଖାତା ବି ଖୋଲି ପାରିଲେ ନାହିଁଆରମ୍ଭରୁ ଦୁଇ ଓଭର ପର୍ଯ୍ୟନ୍ତ ଆମ ଟିମ୍ର ଖାତା ବି ଖୋଲି ନ ଥିଲା
ଅର୍ଥ : କୌଣସି ବିଶେଷ ଆବଶ୍ୟକତାପାଇଁ ପ୍ରସ୍ତୁତ ହୋଇଥିବା ବସ୍ତୁ, ଲେଖା ଆଦିର ସୂଚୀରୁ ପ୍ରତ୍ୟେକ
ଉଦାହରଣ :
ପ୍ରତ୍ୟେକ ଖାତାର ମୂଲ୍ୟ ଅଲଗା
ସମକକ୍ଷ : ଫାଇଲ