ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବହି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବହି   ବିଶେଷ୍ୟ

ଅର୍ଥ : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ

ଉଦାହରଣ : ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି

ସମକକ୍ଷ : ବହିଖାତା, ଲେଖାବହି, ହିସାବ ବହି, ହିସାବଖାତା

वह पुस्तक जिसमें आय-व्यय आदि का हिसाब लिखा जाता है।

वह बही खोलकर आय-व्यय का विवरण देख रहा है।
एकाउंट बुक, खाता, बही, बही-खाता, बहीखाता, मद, लेखा, लेखा पुस्तक, लेखा बही, लेखाबही, सियाहा, हिसाब बही

A record in which commercial accounts are recorded.

They got a subpoena to examine our books.
account book, book, book of account, ledger, leger

ଅର୍ଥ : ଲେଖା ହୋଇଥିବା ବା ଛପା ହୋଇଥିବା ବହୁତ ପୃଷ୍ଠା ବିଶିଷ୍ଟ ବସ୍ତୁ ଯାହାକୁ ଅନ୍ୟଜଣେ ପଢ଼ିବାପାଇଁ ବିଚାର, ବିବେଚନଆଦି ଆବଶ୍ୟକ

ଉଦାହରଣ : ଭଲ ବହି ପଢ଼ିଲେ ଜ୍ଞାନ ବଢ଼େ

ସମକକ୍ଷ : ପୁସ୍ତକ

लिखी हुई या छपी हुई बहुत से पन्नोंवाली वह वस्तु जिसमें दूसरों के पढ़ने के लिए विचार, विवेचन आदि हों।

अच्छी पुस्तक पढ़ने से ज्ञान बढ़ता है।
क़िताब, किताब, पुस्तक

A written work or composition that has been published (printed on pages bound together).

I am reading a good book on economics.
book