ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିଷ୍ଟ୍ରୀସିଟ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିଷ୍ଟ୍ରୀସିଟ୍   ବିଶେଷ୍ୟ

ଅର୍ଥ : କୌଣସି ଅପରାଧୀ ବ୍ୟକ୍ତି ବର୍ତ୍ତମାନସୁଦ୍ଧା କରିଥିବା ଅପରାଧ ଏବଂ ତାକୁ ମିଳିଥିବା ଦଣ୍ଡ ଆଦିର ବିବରଣୀ ଲେଖା ହୋଇଥିବା ପତ୍ର ବା ଲେଖ

ଉଦାହରଣ : ପୋଲିସ କୁଖ୍ୟାତ ଅପରାଧୀର ଇତିବୃତ୍ତକ ଦେଖୁଛନ୍ତି

ସମକକ୍ଷ : ଇତିବୃତ୍ତକ

किसी दुश्चरित्र व्यक्ति के किए हुए अब तक के अपराधों और उसे मिले हुए दंडों आदि का विवरण लिखा पत्र या लेख।

पुलिस कुख्यात अपराधी का इतिवृत्तक देख रही है।
इति-वृत्तक, इतिवृत्तक, दुर्वृत्त-फलक