ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇତିବୃତ୍ତକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇତିବୃତ୍ତକ   ବିଶେଷ୍ୟ

ଅର୍ଥ : କୌଣସି ଅପରାଧୀ ବ୍ୟକ୍ତି ବର୍ତ୍ତମାନସୁଦ୍ଧା କରିଥିବା ଅପରାଧ ଏବଂ ତାକୁ ମିଳିଥିବା ଦଣ୍ଡ ଆଦିର ବିବରଣୀ ଲେଖା ହୋଇଥିବା ପତ୍ର ବା ଲେଖ

ଉଦାହରଣ : ପୋଲିସ କୁଖ୍ୟାତ ଅପରାଧୀର ଇତିବୃତ୍ତକ ଦେଖୁଛନ୍ତି

ସମକକ୍ଷ : ହିଷ୍ଟ୍ରୀସିଟ୍

किसी दुश्चरित्र व्यक्ति के किए हुए अब तक के अपराधों और उसे मिले हुए दंडों आदि का विवरण लिखा पत्र या लेख।

पुलिस कुख्यात अपराधी का इतिवृत्तक देख रही है।
इति-वृत्तक, इतिवृत्तक, दुर्वृत्त-फलक

ଅର୍ଥ : ଯେଉଁ ପତ୍ରରେ କୌଣସି ବ୍ୟକ୍ତି ବା ଜିନିଷ ସମ୍ବନ୍ଧରେ ମୂଳଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହୋଇଥିବା ସବୁ କଥା କାଳାନୁକ୍ରମରେ ଲେଖା ହୋଇଛି

ଉଦାହରଣ : ମହାତ୍ମାଙ୍କ ଇତିବୃତ୍ତକକୁ ଖବର କାଗଜରେ ଛପାଯିବ

ऐसा पत्र जिसमें किसी आदमी या चीज के संबंध में, आदि से अब तक की सब बातें काल-क्रम से लिखी हों।

महात्मा के इतिवृत्तक को समाचार पत्र में छपवाया जाएगा।
इति-वृत्तक, इतिवृत्तक