ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାତୀମୁଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାତୀମୁଣ୍ଡ   ବିଶେଷ୍ୟ

ଅର୍ଥ : ହାତୀର ମସ୍ତକ

ଉଦାହରଣ : ମାହୁନ୍ତ ବେଳେବେଳେ ଅଙ୍କୁଶରେ ହାତୀମୁଣ୍ଡରେ ଆଘାତ କରୁଥିଲା

ସମକକ୍ଷ : ହସ୍ତୀମସ୍ତକ

ଅର୍ଥ : ହାତୀର ମସ୍ତକ

ଉଦାହରଣ : ମନ୍ଦିର ଆଗରେ ଛିଡା ହୋଇଥିବା ସୁସଜ୍ଜିତ ହାତୀମୁଣ୍ଡ ଉପରେ ପିଲାମାନେ ହାତ ବୁଲାଇଲେ

ସମକକ୍ଷ : ଗଜମସ୍ତକ, ହସ୍ତୀମସ୍ତକ

हाथी का मस्तक।

बच्चे ने मंदिर के सामने खड़े हाथी के सुसज्जित हस्तिमस्तक पर हाथ फेरा।
अवग्रह, इभकुंभ, इभकुम्भ, किलावा, प्रतिमान, हस्ति मस्तक, हस्ति-मस्तक, हस्तिमस्तक