ଅର୍ଥ : ଗୋଟିଏ ଅସ୍ତ୍ର
ଉଦାହରଣ :
ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
ଅର୍ଥ : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
ଉଦାହରଣ :
ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
ସମକକ୍ଷ : ଯୋଡ଼ା
ଅର୍ଥ : ଜଣେ ଲୋକ ଥରକୁ ଏକାସାଥିରେ ପିନ୍ଧୁଥିବା ସବୁ ପୋଷାକ
ଉଦାହରଣ :
ସେ ବାକ୍ସରେ ରଖିଥିବା ପୋଷାକରୁ ଏକ ଯୋଡ଼ା ବାହାର କରି ପିନ୍ଧିଲେ
ସମକକ୍ଷ : ଯୋଡ଼ା
ଅର୍ଥ : ହଳ ବଳଦ ସାହାଯ୍ୟରେ ଖେତ ଚଷିବା କାମ
ଉଦାହରଣ :
ରାମୁ ହଳ କରୁଛି