ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଙ୍ଗଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଙ୍ଗଳ   ବିଶେଷ୍ୟ

ଅର୍ଥ : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ

ଉଦାହରଣ : କୃଷକ ବିଲରେ ହଳ କରୁଛି

ସମକକ୍ଷ : ନଙ୍ଗଳ, ହଳ

जमीन जोतने का एक उपकरण।

किसान खेत में हल चला रहा है।
कुंतल, कुन्तल, गाकील, नाँगल, नागल, लाँगल, लांगल, लाङ्गल, सारंग, सारङ्ग, सीर, हल

A farm tool having one or more heavy blades to break the soil and cut a furrow prior to sowing.

plough, plow

ଅର୍ଥ : ବଳଦଦ୍ୱାରା ଟଣା ଯାଉଥିବା ଗୋଟିଏ ପ୍ରକାରର ହଳ

ଉଦାହରଣ : ରାଘବ ଲଙ୍ଗଳରେ ଖେତକୁ ହଳ କରୁଛି

बैलों द्वारा खींचा जानेवाला एक प्रकार का हल।

राघव बाखर से खेत जोत रहा है।
बखर, बाखर