ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱଦେଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱଦେଶୀ   ବିଶେଷ୍ୟ

ଅର୍ଥ : ନିଜ ଦେଶର ନିବାସୀ

ଉଦାହରଣ : ସେ ବିଦେଶରେ ନିଜର ସହାୟତା ପାଇଁ କୌଣସି ଜଣେ ସ୍ୱଦେଶୀଙ୍କ ଅନ୍ୱେଷଣ କରୁଥିଲେ

अपने देश में रहनेवाला व्यक्ति।

वह अपनी सहायता के लिए विदेश में किसी स्वदेशी की तलाश कर रहा था।
स्वदेशी

ସ୍ୱଦେଶୀ   ବିଶେଷଣ

ଅର୍ଥ : ଯାହା ନିଜ ଦେଶରେ ଉତ୍ପନ୍ନ ବା ତିଆରି ହୋଇଛି

ଉଦାହରଣ : ସ୍ୱଦେଶୀ ବସ୍ତୁଗୁଡ଼ିକର ବ୍ୟବହାର ଆବଶ୍ୟକ

ସମକକ୍ଷ : ଦେଶଜ, ଦେଶୀ

जो अपने देश में उत्पन्न या बना हुआ हो।

स्वदेशी वस्तुओं का प्रयोग करना चाहिए।
घरेलू, देशज, देशी, देशीय, देसी, स्वदेशी, स्वदेशीय

Produced in a particular country.

Domestic wine.
Domestic oil.
domestic