ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଶୀ   ବିଶେଷଣ

ଅର୍ଥ : ଦେଶର ବା ଦେଶ ସମ୍ବନ୍ଧୀୟ

ଉଦାହରଣ : ଧୋତି-କୁର୍ତ୍ତା ଭାରତର ଦେଶୀୟ ପରିଧାନ

ସମକକ୍ଷ : ଦେଶୀୟ, ମୂଲକୀ

देश का या देश संबंधी।

कुर्ता-धोती भारत का देशीय पहनावा है।
घरेलू, देशी, देशीय, देसी, मुल्की

Of or relating to or belonging to a nation or country.

National hero.
National anthem.
A national landmark.
national

ଅର୍ଥ : ଯାହା ନିଜ ଦେଶରେ ଉତ୍ପନ୍ନ ବା ତିଆରି ହୋଇଛି

ଉଦାହରଣ : ସ୍ୱଦେଶୀ ବସ୍ତୁଗୁଡ଼ିକର ବ୍ୟବହାର ଆବଶ୍ୟକ

ସମକକ୍ଷ : ଦେଶଜ, ସ୍ୱଦେଶୀ

जो अपने देश में उत्पन्न या बना हुआ हो।

स्वदेशी वस्तुओं का प्रयोग करना चाहिए।
घरेलू, देशज, देशी, देशीय, देसी, स्वदेशी, स्वदेशीय

Produced in a particular country.

Domestic wine.
Domestic oil.
domestic