ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଶଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଶଜ   ବିଶେଷଣ

ଅର୍ଥ : (ଶବ୍ଦ)ଯାହା ଅନ୍ୟ କୌଣସି ଭାଷାରୁ ବାହାରି ନାହିଁ ମାତ୍ର କୌଣସି କ୍ଷେତ୍ରର ଲୋକଙ୍କ କଥାବାର୍ତ୍ତାରୁ ସୃଷ୍ଟି ହୋଇଛି

ଉଦାହରଣ : ଏହି ଲେଖାରେ ଦେଶଜ ଶବ୍ଦର ଆଧିକ୍ୟ ଅଛି

(शब्द) जो किसी दूसरी भाषा से न निकला हो बल्कि किसी क्षेत्र में लोगों की बोल-चाल से बन गया हो।

इस लेख में देशज शब्दों की अधिकता है।
देशज

ଅର୍ଥ : ଯାହା ନିଜ ଦେଶରେ ଉତ୍ପନ୍ନ ବା ତିଆରି ହୋଇଛି

ଉଦାହରଣ : ସ୍ୱଦେଶୀ ବସ୍ତୁଗୁଡ଼ିକର ବ୍ୟବହାର ଆବଶ୍ୟକ

ସମକକ୍ଷ : ଦେଶୀ, ସ୍ୱଦେଶୀ

जो अपने देश में उत्पन्न या बना हुआ हो।

स्वदेशी वस्तुओं का प्रयोग करना चाहिए।
घरेलू, देशज, देशी, देशीय, देसी, स्वदेशी, स्वदेशीय

Produced in a particular country.

Domestic wine.
Domestic oil.
domestic