ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷରଣ   ବିଶେଷ୍ୟ

ଅର୍ଥ : କାଟି,ଘଷି, ବା ରଗଡ଼ି କୌଣସି ବସ୍ତୁର ଧୀରେ ଧୀରେ କ୍ଷୀଣ ହେବା ପ୍ରକ୍ରିୟା

ଉଦାହରଣ : ବୃକ୍ଷ ଅଭାବରେ ଭୂମିର କ୍ଷରଣ ଦ୍ରୂତ ଗତିରେ ହୋଇଥାଏ

कटकर, घिसकर या रिसकर किसी वस्तु आदि के धीरे-धीरे क्षीण होने की क्रिया।

वृक्षों के अभाव में भूमि का क्षरण द्रुत गति से होता है।
अपकर्षण, अपक्षरण, अपरदन, क्षरण

(geology) the mechanical process of wearing or grinding something down (as by particles washing over it).

eating away, eroding, erosion, wearing, wearing away

ଅର୍ଥ : ବୋହିବା ବା ଥପଥପ ହୋଇ ପଡିବା କ୍ରିୟା

ଉଦାହରଣ : ମହୁ କ୍ଷରଣ ଠିକ ଭାବରେ ହୋଇନାହିଁ

ସମକକ୍ଷ : ନିଃସାରଣ

चुआने या चुलाने की क्रिया या भाव।

महुए का चुआव ठीक से नहीं हुआ है।
चुआना, चुआव, चुलाना, चुलाव, संधान

ଅର୍ଥ : ଧାରରେ ବୋହୁଥିବା ବା ବାହାରୁଥିବା କ୍ରିୟା

ଉଦାହରଣ : ଘାଆରୁ ପୂଜ ସ୍ରାବ ହେଉଛି

ସମକକ୍ଷ : ନିଷ୍ପର୍ଣ୍ଣ, ନିସୃତ, ସ୍ରବଣ, ସ୍ରାବ

The organic process of synthesizing and releasing some substance.

secernment, secretion