ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ମୃତିଚାରଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ମୃତିଚାରଣ କରିବା   କ୍ରିୟାପଦ

ଅର୍ଥ : କୌଣସି ଦେଖା,ଶୁଣା ବା ଘଟିଥିବା କଥାକୁ ଧ୍ୟାନକୁ ଆଣିବା

ଉଦାହରଣ : ମୁଁ ଆପଣଙ୍କୁ ଆଗରୁ କେଉଁଠି ଦେଖିଛି ବୋଲି ମନେ ପକାଇ ପାରୁନାହିଁ

ସମକକ୍ଷ : ମନେ ପକାଇବା, ସ୍ମରଣ କରିବା

किसी देखी, सुनी या बीती हुई बात को ध्यान में लाना।

मैं याद नहीं कर पा रहा हूँ कि मैंने आपको पहले कहाँ देखा है।
याद करना, स्मरण करना