ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନେ ପକାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନେ ପକାଇବା   ବିଶେଷ୍ୟ

ଅର୍ଥ : ମନେ ପକାଇବାର କ୍ରିୟା

ଉଦାହରଣ : ଗୁରୁଜୀ ଏହି ପାଠ ମନେ ପକାଇବାକୁ କହିଛନ୍ତି

याद करने की क्रिया।

गुरूजी ने यह पाठ याद करने के लिए कहा है।
याद करना

Learning so as to be able to remember verbatim.

The actor's memorization of his lines.
committal to memory, memorisation, memorization

ମନେ ପକାଇବା   କ୍ରିୟାପଦ

ଅର୍ଥ : କୌଣସି ଦେଖା,ଶୁଣା ବା ଘଟିଥିବା କଥାକୁ ଧ୍ୟାନକୁ ଆଣିବା

ଉଦାହରଣ : ମୁଁ ଆପଣଙ୍କୁ ଆଗରୁ କେଉଁଠି ଦେଖିଛି ବୋଲି ମନେ ପକାଇ ପାରୁନାହିଁ

ସମକକ୍ଷ : ସ୍ମରଣ କରିବା, ସ୍ମୃତିଚାରଣ କରିବା

किसी देखी, सुनी या बीती हुई बात को ध्यान में लाना।

मैं याद नहीं कर पा रहा हूँ कि मैंने आपको पहले कहाँ देखा है।
याद करना, स्मरण करना