ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଡ଼ିପଡ଼ିଥିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଡ଼ିପଡ଼ିଥିବା   ବିଶେଷଣ

ଅର୍ଥ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି

ଉଦାହରଣ : ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ

ସମକକ୍ଷ : ଅବକ୍ଷିପ୍ତ, ଧରାଶାୟୀ, ଭଙ୍ଗା, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ

जो गिर या ढह गया हो।

वह ढहे घर में जीवन-यापन करने के लिए मज़बूर है।
अवक्षिप्त, अवगत, गिरा हुआ, गिरा-पड़ा, ढहा, ढहा हुआ, स्खलित

Torn down and broken up.

demolished, dismantled, razed