ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧରାଶାୟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧରାଶାୟୀ   ବିଶେଷଣ

ଅର୍ଥ : ଭୂମି ଉପରେ ପଡ଼ିଥିବା ବା ପକାଯାଇଥିବା

ଉଦାହରଣ : ସେ ଏକାଥରକେ ପ୍ରତିଦ୍ୱନ୍ଦୀକୁ ଧରାଶାୟୀ କରିଦେଲା

ସମକକ୍ଷ : ଭୂଲୁଣ୍ଠିତ

जमीन पर गिरा या गिराया हुआ।

वह धराशायी प्रतिद्वन्द्वी की पीठ पर बैठ गया।
जमींदोज, ज़मींदोज़, धराशायी, भू-लुठिंत, भू-लुण्ठित, भूलुठिंत, भूलुण्ठित

Having fallen in or collapsed.

A fallen building.
fallen

ଅର୍ଥ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି

ଉଦାହରଣ : ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ

ସମକକ୍ଷ : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଭଙ୍ଗା, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ

जो गिर या ढह गया हो।

वह ढहे घर में जीवन-यापन करने के लिए मज़बूर है।
अवक्षिप्त, अवगत, गिरा हुआ, गिरा-पड़ा, ढहा, ढहा हुआ, स्खलित

Torn down and broken up.

demolished, dismantled, razed