ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁରକ୍ଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁରକ୍ଷିତ   ବିଶେଷଣ

ଅର୍ଥ : ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ

ଉଦାହରଣ : ଅନ୍ଧାର ହେବା ପୂର୍ବରୁ ଆମେ ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଇଥିଲେ

ସମକକ୍ଷ : ନିରାପଦ

जो ऐसी स्थिति में हो कि उसकी कोई हानि न हो सके।

अँधेरा होने से पहले ही हमलोग एक सुरक्षित स्थान पर पहुँच गये थे।
निरापद, महफूज, महफूज़, सुरक्षित

ଅର୍ଥ : ଯାହାର ଭଲ ଭାବରେ ରକ୍ଷା କରାଯାଇଥାଏ

ଉଦାହରଣ : ଆପଣଙ୍କ ପୁଅ ମୋ ପାଖରେ ସୁରକ୍ଷିତ

ସମକକ୍ଷ : ସଯତ୍ନରକ୍ଷିତ

जिसकी अच्छी तरह रक्षा की गई हो।

आपका लड़का मेरे पास सुरक्षित है।
अनन्यहृत, महफूज, महफूज़, सुरक्षित, सेफ

Free from danger or the risk of harm.

A safe trip.
You will be safe here.
A safe place.
A safe bet.
safe

ଅର୍ଥ : ଯାହାଙ୍କ ରକ୍ଷା କରାଯାଇଛି

ଉଦାହରଣ : ସେନାଦ୍ୱାରା ରାଷ୍ଟ୍ରର ସୀମା ଭଲଭାବେ ରକ୍ଷିତ

ସମକକ୍ଷ : ରକ୍ଷିତ, ସଂରକ୍ଷିତ

जिसकी रक्षा की गई हो।

सेनाओं द्वारा रक्षित सीमाओं पर शत्रु हमला करने से पहले कतराएँगे।
अवतारित, रक्षित, संरक्षित, संवृत, सलामत

ଅର୍ଥ : ଚାରିଆଡ଼ୁ ସୁରକ୍ଷିତ

ଉଦାହରଣ : ରାଜାଙ୍କ ସୁରକ୍ଷିତ ଦୁର୍ଗରେ ପହଞ୍ଚିବା ବହୁତ କଠିନ

चारों ओर से सुरक्षित।

राजा के अभिरक्षित दुर्ग में पहुँचना बहुत कठिन है।
अभिरक्षित, परिरक्षित