ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂରକ୍ଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂରକ୍ଷିତ   ବିଶେଷଣ

ଅର୍ଥ : କୌଣସି ବିଶେଷ କାର୍ଯ୍ୟ, ପଦ, ବ୍ୟକ୍ତିଆଦି ନିମନ୍ତେ ମୁଖ୍ୟରୂପରେ ସୁରକ୍ଷିତ କରାଯାଇଥିବା

ଉଦାହରଣ : ଆଜିକାଲି ପ୍ରତ୍ୟେକ ବିଭାଗରେ କିଛି କିଛି ପଦ ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ହେଉଛି

ସମକକ୍ଷ : ଆରକ୍ଷିତ, ରିଜର୍‌ଭେସନ୍‌

किसी विशेष कार्य, पद, व्यक्ति आदि के लिए मुख्य रूप से सुरक्षित किया हुआ।

इस मकान की पहली मंज़िल में आरक्षित आवास हैं।
आरक्षित, रिजर्व्ड, रिज़र्व्ड, व्याससिद्ध

Set aside for the use of a particular person or party.

reserved

ଅର୍ଥ : ଯାହାଙ୍କ ରକ୍ଷା କରାଯାଇଛି

ଉଦାହରଣ : ସେନାଦ୍ୱାରା ରାଷ୍ଟ୍ରର ସୀମା ଭଲଭାବେ ରକ୍ଷିତ

ସମକକ୍ଷ : ରକ୍ଷିତ, ସୁରକ୍ଷିତ

जिसकी रक्षा की गई हो।

सेनाओं द्वारा रक्षित सीमाओं पर शत्रु हमला करने से पहले कतराएँगे।
अवतारित, रक्षित, संरक्षित, संवृत, सलामत