ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରାପଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରାପଦ   ବିଶେଷ୍ୟ

ଅର୍ଥ : ଦୁର୍ଭାଗ୍ୟର ଅଭାବ

ଉଦାହରଣ : ଜୀବନ ଯାତ୍ରା ନିରାପଦରେ ଅତିବାହିତ ହେଲେ ଭଲ

ସମକକ୍ଷ : ବିପଦଶୂନ୍ୟ

दुर्भाग्य का अभाव।

जीवन यात्रा अनापद ही गुज़र जाए तो अच्छा है।
अनापद

ନିରାପଦ   ବିଶେଷଣ

ଅର୍ଥ : ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ

ଉଦାହରଣ : ଅନ୍ଧାର ହେବା ପୂର୍ବରୁ ଆମେ ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଇଥିଲେ

ସମକକ୍ଷ : ସୁରକ୍ଷିତ

जो ऐसी स्थिति में हो कि उसकी कोई हानि न हो सके।

अँधेरा होने से पहले ही हमलोग एक सुरक्षित स्थान पर पहुँच गये थे।
निरापद, महफूज, महफूज़, सुरक्षित

ଅର୍ଥ : ଯେଉଁଥିରେ ଅନର୍ଥର ଆଶଙ୍କା ନ ଥାଏ

ଉଦାହରଣ : ନିରାପଦ ଭବିଷ୍ୟତର କଳ୍ପନା ଅବଶ୍ୟ କରାଯାଇ ପାରିବ, କିନ୍ତୁ ଏହା ଜରୁରି ନୁହେଁ

जिसमें अनर्थ की आशंका न हो।

निरापद भविष्य की कल्पना अवश्य की जा सकती है पर ऐसा ही हो यह ज़रूरी तो नहीं है।
निरापद

Thought to be devoid of risk.

risk-free, riskless, unhazardous

ଅର୍ଥ : ଯେଉଁଥିରେ କୌଣସି ପ୍ରକାର ବିପତ୍ତିର ସମ୍ଭାବନା ନ ଥାଏ

ଉଦାହରଣ : ସେ ନିରାପଦ ଜୀବନ ଜିଇଁଥିଲା

जिसमें किसी प्रकार की विपत्ति की संभावना न हो।

वह निरापद जीवन जीता रहा।
निरापद

Free from danger or the risk of harm.

A safe trip.
You will be safe here.
A safe place.
A safe bet.
safe