ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଖପ୍ରଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଖପ୍ରଦ   ବିଶେଷଣ

ଅର୍ଥ : ଯାହା ଆରାମ ଦେଇଥାଏ

ଉଦାହରଣ : ଆମଯାତ୍ରା ଭାରି ସୁଖପ୍ରଦ ଓ ଆରାମଦାୟକ ଥିଲା

ସମକକ୍ଷ : ଆରାମଦାୟକ, ଆରାମପ୍ରଦ, ସୁଖକର

आराम देने वाला।

हमारी यात्रा बढ़ी सुखद और आरामदेह थी।
आरामदायक, आरामदेय, आरामदेह

Enjoying or affording comforting warmth and shelter especially in a small space.

A cozy nook near the fire.
Snug in bed.
A snug little apartment.
cosy, cozy, snug

ଅର୍ଥ : ସୁଖ ବା ଆନନ୍ଦ ଦେବାବାଲା

ଉଦାହରଣ : ଆପଣଙ୍କ ସଂସର୍ଗରେ ମୋତେ ପ୍ରୀତିକର ଅନୁଭୂତି ମିଳିଲା

ସମକକ୍ଷ : ପ୍ରୀତିକର, ସୁଖଦ, ସୁଖଦାୟକ, ସୁଖଦାୟୀ

जो सुख देने वाला हो।

आपके संसर्ग से मुझे सुखद अनुभूति की प्राप्ति हुई।
सुखकारी, सुखद, सुखदाई, सुखदाय, सुखदायक, सुखदायी, सुखदैन, सुखप्रद