ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଖଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଖଦ   ବିଶେଷ୍ୟ

ଅର୍ଥ : ଯେଉଁ ନାଟକର ସମାପ୍ତି ସୁଖଦ

ଉଦାହରଣ : ନାଟୁଆମାନେ ମଞ୍ଚଉପରେ ଏକ ସୁଖାନ୍ତକ ନାଟକ ଅଭିନିତ କଲେ

ସମକକ୍ଷ : ମିଳନାନ୍ତକ ନାଟକ, ସୁଖାନ୍ତ, ସୁଖାନ୍ତକ ନାଟକ

वह नाटक जिसका अन्त सुखपूर्ण हो।

नाट्यकारों ने मंच पर एक सुखांत अभिनित किया।
सुखांत, सुखांत नाटक

Light and humorous drama with a happy ending.

comedy

ସୁଖଦ   ବିଶେଷଣ

ଅର୍ଥ : ସୁଖ ବା ଆନନ୍ଦ ଦେବାବାଲା

ଉଦାହରଣ : ଆପଣଙ୍କ ସଂସର୍ଗରେ ମୋତେ ପ୍ରୀତିକର ଅନୁଭୂତି ମିଳିଲା

ସମକକ୍ଷ : ପ୍ରୀତିକର, ସୁଖଦାୟକ, ସୁଖଦାୟୀ, ସୁଖପ୍ରଦ

जो सुख देने वाला हो।

आपके संसर्ग से मुझे सुखद अनुभूति की प्राप्ति हुई।
सुखकारी, सुखद, सुखदाई, सुखदाय, सुखदायक, सुखदायी, सुखदैन, सुखप्रद