ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଖାନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଖାନ୍ତ   ବିଶେଷ୍ୟ

ଅର୍ଥ : ଯେଉଁ ନାଟକର ସମାପ୍ତି ସୁଖଦ

ଉଦାହରଣ : ନାଟୁଆମାନେ ମଞ୍ଚଉପରେ ଏକ ସୁଖାନ୍ତକ ନାଟକ ଅଭିନିତ କଲେ

ସମକକ୍ଷ : ମିଳନାନ୍ତକ ନାଟକ, ସୁଖଦ, ସୁଖାନ୍ତକ ନାଟକ

वह नाटक जिसका अन्त सुखपूर्ण हो।

नाट्यकारों ने मंच पर एक सुखांत अभिनित किया।
सुखांत, सुखांत नाटक

Light and humorous drama with a happy ending.

comedy

ସୁଖାନ୍ତ   ବିଶେଷଣ

ଅର୍ଥ : ଯାହାର ଅନ୍ତ ସୁଖପୂର୍ଣ୍ଣ

ଉଦାହରଣ : ଏହି କାହାଣୀ ସୁଖାନ୍ତକ

ସମକକ୍ଷ : ସୁଖାତ୍ମକ, ସୁଖାନ୍ତକ

जिसका अंत सुखपूर्ण हो।

यह कहानी सुखांत है।
सुखांत, सुखात्मक