ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୀତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୀତା   ବିଶେଷ୍ୟ

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ସୀତାର ପ୍ରତ୍ୟେକ ଚରଣରେ ରଗଣ, ତଗଣ, ମଗଣ, ଯଗଣ ଏବଂ ରଗଣ ଥାଏ

एक वर्णवृत्त।

सीता के प्रत्येक चरण में रगण, तगण, मगण, यगण, और रगण होते हैं।
सीता

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ରାଜା ଜନକଙ୍କର କନ୍ୟା ତଥା ରାମଙ୍କର ପତ୍ନୀ

ଉଦାହରଣ : ସୀତା ଜଣେ ଆଦର୍ଶ ପତ୍ନୀ ଥିଲେ ସୀତାଙ୍କୁ ଜଗତଜନନୀ ଜଗଦମ୍ବାଙ୍କର ରୂପ ବୋଲି ବିଚାର କରାଯାଏ

ସମକକ୍ଷ : ଅବନୀସୁତା, ଜନକ ସୁତା, ଜାନକୀ, ବୈଦେହୀ, ଭୂମିଜା, ଭୂମିପୁତ୍ରୀ, ମୈଥିଳୀ

Wife of the Hindu god Rama. Regarded as an ideal of womanhood.

sita