ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୈଥିଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୈଥିଳୀ   ବିଶେଷ୍ୟ

ଅର୍ଥ : ମିଥିଳା ଦେଶର ଭାଷା

ଉଦାହରଣ : ସେମାନେ ଘରେ ମୈଥିଳୀ ହିଁ କହନ୍ତି

ସମକକ୍ଷ : ମୈଥିଳୀ ଭାଷା

मिथिला देश की भाषा।

वे घर में मैथिली ही बोलते हैं।
मैथिली, मैथिली भाषा

ଅର୍ଥ : ରାଜା ଜନକଙ୍କର କନ୍ୟା ତଥା ରାମଙ୍କର ପତ୍ନୀ

ଉଦାହରଣ : ସୀତା ଜଣେ ଆଦର୍ଶ ପତ୍ନୀ ଥିଲେ ସୀତାଙ୍କୁ ଜଗତଜନନୀ ଜଗଦମ୍ବାଙ୍କର ରୂପ ବୋଲି ବିଚାର କରାଯାଏ

ସମକକ୍ଷ : ଅବନୀସୁତା, ଜନକ ସୁତା, ଜାନକୀ, ବୈଦେହୀ, ଭୂମିଜା, ଭୂମିପୁତ୍ରୀ, ସୀତା

Wife of the Hindu god Rama. Regarded as an ideal of womanhood.

sita

ଅର୍ଥ : ମିଥିଳା ଅଞ୍ଚଳର ନିବାସୀ

ଉଦାହରଣ : କେତେକ ମୈଥିଳୀ ମୋର ଭଲ ବନ୍ଧୁ

मिथिला क्षेत्र में रहनेवाला व्यक्ति।

कई मैथिल मेरे अच्छे मित्र हैं।
मैथिल

ମୈଥିଳୀ   ବିଶେଷଣ

ଅର୍ଥ : ମିଥିଳା କ୍ଷେତ୍ରର ବା ତା ସହିତ ସମ୍ବନ୍ଧିତ

ଉଦାହରଣ : ସେ ମୈଥିଳୀ ଲୋକଗୀତ ବହୁତ ଭଲ ଗାଏ

मिथिला क्षेत्र का या वहाँ के निवासी, भाषा, संस्कृति इत्यादि से संबंधित।

वह मैथिल लोकगीत बहुत अच्छा गाती है।
वे मैथिल ब्राह्मण हैं।
मैथिल

ଅର୍ଥ : ମୈଥିଳୀ ଭାଷାର ବା ତା ସହିତ ସମ୍ବନ୍ଧିତ

ଉଦାହରଣ : ଏହା ମୈଥିଳୀ କବିତାଗୁଚ୍ଛର ପୁସ୍ତକ

मिथिला का या वहाँ के निवासी, भाषा, संस्कृति इत्यादि से संबंधित।

यह मैथिली कविताओं की पुस्तक है।
मैथिली

ଅର୍ଥ : ମିଥିଳା ଅଞ୍ଚଳରେ ରହୁଥିବା ବ୍ୟକ୍ତି

ଉଦାହରଣ : ସେ ଜଣେ ମୈଥିଳୀ ବ୍ରାହ୍ମଣ