ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିନ୍ଦୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିନ୍ଦୁକ   ବିଶେଷ୍ୟ

ଅର୍ଥ : ଡବାଭଳି ଏକ ଢାଙ୍କୁଣୀଯୁକ୍ତ ପାତ୍ର

ଉଦାହରଣ : ବଣିଆ କାଚ ପେଡ଼ିରେ କେତେକ ବହୁମୂଲ୍ୟ ରତ୍ନ ରଖିଛି

ସମକକ୍ଷ : ପେଟରା, ପେଡ଼ି, ମଞ୍ଜିଷା, ମଞ୍ଜୁଷା, ମଞ୍ଜୂଷା

डिब्बे की तरह का एक ढक्कनदार पात्र।

सुनार ने काँच की मंजूषा में कुछ बहुमूल्य रत्नों को रखा है।
मंजूषा

ଅର୍ଥ : କାଠ ବା ଧାତୁର ଚାରିକୋଣିଆ ବନ୍ଦ ହୋଇଥିବା ପାତ୍ର

ଉଦାହରଣ : ଏହି ବାକ୍ସ ଲୁଗାରେ ଭର୍ତ୍ତି ହୋଇଛି

ସମକକ୍ଷ : ଟ୍ରଙ୍କ, ବାକ୍ସ

* आमतौर पर आयताकार पात्र (कंटेनर) जिसमें ढक्कन हो सकता है।

वह बक्से में स्क्रू ढूँढ़ रहा है।
बकस, बकसा, बक्स, बक्सा, बाक्स