ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାକ୍ସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାକ୍ସ   ବିଶେଷ୍ୟ

ଅର୍ଥ : କାଠ ବା ଧାତୁର ଚାରିକୋଣିଆ ବନ୍ଦ ହୋଇଥିବା ପାତ୍ର

ଉଦାହରଣ : ଏହି ବାକ୍ସ ଲୁଗାରେ ଭର୍ତ୍ତି ହୋଇଛି

ସମକକ୍ଷ : ଟ୍ରଙ୍କ, ସିନ୍ଦୁକ

* आमतौर पर आयताकार पात्र (कंटेनर) जिसमें ढक्कन हो सकता है।

वह बक्से में स्क्रू ढूँढ़ रहा है।
बकस, बकसा, बक्स, बक्सा, बाक्स

ଅର୍ଥ : କାଗଜର କେତେକ ପରସ୍ତକୁ ଯୋଡ଼ିକି ତିଆରି କରାଯାଇଥିବା ମୋଟା କାଗଜର ପଟି

ଉଦାହରଣ : ମୋଟା କାଗଜପେଟିରେ ତିଆରି ହୋଇଥିବା ବାକ୍ସରେ ଜିନିଷ ସୁରକ୍ଷିତ ରଖାଯାଇଥାଏ

ସମକକ୍ଷ : କାଗଜପେଟି, କାର୍ଟୁନ୍‌, ପେଟି

काग़ज़ के कई परतों को सटाकर बनाया हुआ पत्ता।

गत्ते के बने बक्सों में सामान सुरक्षित रखा जाता है।
कूट, गत्ता, दफ़्ती, वसली

A stiff moderately thick paper.

cardboard, composition board