ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଡ଼ି   ବିଶେଷ୍ୟ

ଅର୍ଥ : ଡବାଭଳି ଏକ ଢାଙ୍କୁଣୀଯୁକ୍ତ ପାତ୍ର

ଉଦାହରଣ : ବଣିଆ କାଚ ପେଡ଼ିରେ କେତେକ ବହୁମୂଲ୍ୟ ରତ୍ନ ରଖିଛି

ସମକକ୍ଷ : ପେଟରା, ମଞ୍ଜିଷା, ମଞ୍ଜୁଷା, ମଞ୍ଜୂଷା, ସିନ୍ଦୁକ

डिब्बे की तरह का एक ढक्कनदार पात्र।

सुनार ने काँच की मंजूषा में कुछ बहुमूल्य रत्नों को रखा है।
मंजूषा

ଅର୍ଥ : ଯେଉଁ ଟୋକେଇରେ ସାପ ରଖା ଯାଏ

ଉଦାହରଣ : ସାପୁଆ କେଳା ସାପ ପେଡ଼ିରୁ ସାପ ବାହାର କରି ଦର୍ଶକମାନଙ୍କୁ ଦେଖାଉଛି

ସମକକ୍ଷ : ସାପ ପେଡ଼ି

वह टोकरी जिसमें साँप रखे जाते हैं।

सँपेरा बाईनी में से साँप निकालकर दर्शकों को दिखा रहा है।
बाईनी

(architecture) a slender upright spire at the top of a buttress of tower.

pinnacle

ଅର୍ଥ : ବାଉଁଶ ଆଦିର ପାତିଆରେ ତିଆରି କରାଯାଇଥିବା ଏକ ଢାଙ୍କୁଣୀଯୁକ୍ତ ପାତ୍ର

ଉଦାହରଣ : ପେଡ଼ିରେ ସାପ ବନ୍ଦହୋଇ ଅଛି

बाँस आदि की पट्टियों से बना हुआ एक ढक्कनदार पात्र।

पिटारे में साँप बंद है।
पिटक, पिटारा, पेटारा

A basket usually with a cover.

hamper