ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରିକାଳଜ୍ଞ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରିକାଳଜ୍ଞ   ବିଶେଷ୍ୟ

ଅର୍ଥ : ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ଏହି ତିନି କାଳକୁ ଜାଣୁଥିବା ବା ଦେଖୁଥିବା ବ୍ୟକ୍ତି

ଉଦାହରଣ : ତ୍ରିକାଳଜ୍ଞ ଯାହାକିଛି ଏହାଙ୍କ ବିଷୟରେ କହିଥିଲେ ତାହା ସବୁ ସତ ହେଲା

ସମକକ୍ଷ : ତ୍ରିକାଳଦର୍ଶୀ

भूत, भविष्य और वर्तमान इन तीनों कालों को जानने या देखने वाला व्यक्ति।

त्रिकालज्ञ ने जो कुछ भी उसके बारे में बताया था वह सब सही निकला।
त्रिकालज्ञ, त्रिकालदर्शी

ତ୍ରିକାଳଜ୍ଞ   ବିଶେଷଣ

ଅର୍ଥ : ଯେ ଯୋଗର ବିଭୂତି ପାଇ ସାରିଛନ୍ତି

ଉଦାହରଣ : ସିଦ୍ଧ ସଂମୁଖାନନ୍ଦଜୀ ପ୍ରବେଶ କରୁଛନ୍ତି

ସମକକ୍ଷ : ଅଲୌକିକଶକ୍ତି ସମ୍ପନ୍ନ, ସଂସିଦ୍ଧ, ସାଧନୋତୀର୍ଣ୍ଣ, ସିଦ୍ଧ

जो योग की विभूतियाँ प्राप्त कर चुका हो।

सिद्ध संमुखानंद जी पधार रहे हैं।
संसिद्ध, सिद्ध