ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରମାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରମାଣ   ବିଶେଷ୍ୟ

ଅର୍ଥ : ପ୍ରମାଣିତ ହେବାର ଅବସ୍ଥା

ଉଦାହରଣ : ଆପଣଙ୍କୁ ଏହି ପ୍ରସଙ୍ଗର ପ୍ରାମାଣିକତା ସିଦ୍ଧ କରିବାକୁ ହେବ

ସମକକ୍ଷ : ପ୍ରାମାଣିକତା

प्रामाणिक होने की अवस्था या भाव।

आप को इस वसीयत की प्रामाणिकता सिद्ध करनी होगी।
प्रामाणिकता, प्रामाण्य

Something (such as a fact or circumstance) that shows an action to be reasonable or necessary.

He considered misrule a justification for revolution.
justification

ଅର୍ଥ : ପ୍ରମାଣିତ ହେବାର କ୍ରିୟା

ଉଦାହରଣ : ବିନା ପ୍ରମାଣରେ କାହା ଉପରେ ଦୋଷ ଲଗାଇବା ଉଚିତ ନୁହେଁ

ସମକକ୍ଷ : ସିଦ୍ଧ

प्रमाणित होने की क्रिया।

सिद्धि के बिना किसी पर दोष लगाना उचित नहीं है।
सिद्धि

ଅର୍ଥ : କୌଣସି କଥା ସିଦ୍ଧ ହେବାପାଇଁ ବ୍ୟବହୃତ କଥନ ବା ତତ୍ତ୍ୱ

ଉଦାହରଣ : ପ୍ରମାଣ ନ ମିଳିବା କାରଣରୁ ଅପରାଧୀ ମୁକ୍ତ ହୋଇଗଲା

ସମକକ୍ଷ : ସାକ୍ଷୀ

वह कथन या तत्व जिससे कोई बात सिद्ध हो।

सबूत न मिलने के कारण अपराधी बरी हो गया।
इजहार, इज़हार, उपपत्ति, तसदीक, तसदीक़, तस्दीक, तस्दीक़, प्रमाण, शहादत, सबूत, साक्ष्य, सुबूत

Any factual evidence that helps to establish the truth of something.

If you have any proof for what you say, now is the time to produce it.
cogent evidence, proof

ଅର୍ଥ : ପ୍ରମାଣକୁ ଆଧାର କରି ହେଉଥିବା ସତ୍ୟତାର ପରୀକ୍ଷା ବା ନିଷ୍ପତ୍ତି

ଉଦାହରଣ : ଆଜି ଦରବାରରେ ଏହି ଘଟଣାଗୁଡ଼ିକର ସତ୍ୟପରୀକ୍ଷା ହେବ

ସମକକ୍ଷ : ସତ୍ୟପରୀକ୍ଷା

प्रमाणों के आधार पर होने वाली सच्चाई की परीक्षा या निश्चय।

इनकी तसदीक के बिना हम आपको कुछ भी नहीं बता पाएँगे।
तसदीक, तसदीक़, तस्दीक, तस्दीक़

Additional proof that something that was believed (some fact or hypothesis or theory) is correct.

Fossils provided further confirmation of the evolutionary theory.
check, confirmation, substantiation, verification